ଭାରତରେ ‘ଏଚ୍‌୩ଏନ୍‌୨’ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଯୋଗୁଁ ୨ଜଣଙ୍କ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ: ‘ଏଚ୍‌୩ଏନ୍‌୨’ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତର ହରିୟାଣା ଏବଂ କର୍ଣ୍ଣାଟକରେ ୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ପ୍ରଥମ ମୃତ୍ୟୁ କର୍ଣ୍ଣାଟକ ଏବଂ ଦ୍ଵିତୀୟ ମୃତ୍ୟୁ ହରିୟାଣାରେ ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ‘ପିଟିଆଇ’ ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ‘ଏଚ୍‌୩ଏନ୍‌୨’ ଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପ୍ରଥମ ବ୍ୟକ୍ତିଜଣକ ହେଉଛନ୍ତି ଜଣେ ୮୨ ବର୍ଷିୟ ବୃଦ୍ଧ। କର୍ଣ୍ଣାଟକ … Continue reading ଭାରତରେ ‘ଏଚ୍‌୩ଏନ୍‌୨’ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଯୋଗୁଁ ୨ଜଣଙ୍କ ମୃତ୍ୟୁ: ରିପୋର୍ଟ